
Windows 7 ଭାଷା ଇଣ୍ଟର୍ଫେସ୍ ପ୍ୟାକ୍
ସଂକ୍ଷିପ୍ତ ବର୍ଣ୍ଣନା
Windows 7 ଲଙ୍ଗୁଏଜ୍ ଇଣ୍ଟର୍ଫେସ୍ ପ୍ୟାକ୍ (LIP), Windows 7 ର ସର୍ବାଧିକ ବ୍ୟବହୃତ ଅଞ୍ଚଳ ପାଇଁ ଏକ ଆଂଶୀକ ଅନୁବାଦିତ ଉପଭୋକ୍ତା ଇଣ୍ଟର୍ଫେସ୍ ପ୍ରଦାନ କରେ
ଏହି ପୃଷ୍ଠାରେ
ଦ୍ରୁତ ସବିଶେଷ
| ସଂସ୍କରଣ: | 1.0 |
| ତାଇଖ ପ୍ରକାଶିତ: | 15-09-10 |
| ଭାଷା: | ଓଡିଆ |
| ଡାଉନ୍ଲୋଡ୍ ଆକାର: | 3.0 MB - 7.7 MB* |
| *ଡାଉନ୍ଲୋଡ୍ ଆକାର ମନୋନୀତ ଡାଉନ୍ଲୋଡ୍ ଉପାଦାନ ଉପରେ ନିର୍ଭର କରେ. |
|
| ଭାଷା ପରିବର୍ତ୍ତନ କରନ୍ତୁ: | |
ସମୀକ୍ଷା
Windows ଲଙ୍ଗୁଏଜ୍ ଇଣ୍ଟର୍ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତ ଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ । LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ । ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 7 ର ଭାଷା ଆଧାରିତ, ଉଦାହରଣ ସ୍ଵରୁପ, ଯଦି ଆପଣ Windows 7 ର ସ୍ପେନିୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାତାଲନ୍ LIP ସଂସ୍ଥାପନ କରିଛନ୍ତି, ତେବେ କିଛି ପାଠ୍ୟ ସ୍ପେନିୟରେ ରହିବ । ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIP ଗୁଡିକ ସମସ୍ତ Windows 7 ସଂସ୍କରଣଗୁଡିକରେ ସଂସ୍ଥାପିତ ହେବ ।
ପୃଷ୍ଠାର ଶୀର୍ଷ
ସିଷ୍ଟମ୍ ଆବଶ୍ୟକତାଗୁଡିକ
- ସମର୍ଥ କରୁଥିବା ଅପରେଟିଂ ସିଷ୍ଟମ୍ଗୁଡିକ: Windows 7
- Microsoft Windows 7
- Windows 7 ର ଆବଶ୍ୟାକୀୟ ବେସ୍ ଭାଷାର ସଂସ୍ଥାପନ: ଇଂରାଜୀ
- 4.63 Mb ଡାଉନ୍ଲୋଡ୍ ପାଇଁ ମୁକ୍ତ ସ୍ଥାନ
- 15 Mb ର ମୁକ୍ତ ସ୍ଥାନ ସେଟ୍ଅପ୍ ପାଇଁ
ପୃଷ୍ଠାର ଶୀର୍ଷ
ନିର୍ଦ୍ଦେଶାବଳୀ
ଚେତାବନୀ: ଯଦି ଆପଣଙ୍କର BitLocker ଏନ୍କ୍ରିପ୍ସନ୍ ସାମର୍ଥ୍ୟ ହୋଇଛି, LIP ସଂସ୍ଥାପନ କରିବା ପୂର୍ବରୁ ତାହାକୁ ରଦ୍ଧ କରନ୍ତୁ । Control Panel ଖୋଲନ୍ତୁ, System and Security ଚୟନ କରନ୍ତୁ, ତାପରେ BitLocker Drive Encryption । Suspend Protection ରେ କ୍ଲିକ୍ କରନ୍ତୁ ।
କାରଣ Windows 7 ର 32-ବିଟ୍ ଏବଂ 64-ବିଟ୍ ସଂସ୍କରଣ ପାଇଁ ଭିନ୍ନ ଡାଉନ୍ଲୋଡ୍ଗୁଡିକ ରହିଛି, ଆପଣ ଡାଉନ୍ଲୋଡ୍ ଆରମ୍ଭ କରିବା ପୂର୍ବରୁ, ଆପଣ Windows 7 ର କେଉଁଟି ସଂସ୍ଥାପନ କରୁଛନ୍ତି ଆପଣଙ୍କୁ ଚିହ୍ନଟ କରିବାକୁ ପଡିବ: ଆପଣ ସଂସ୍ଥାପନ କରିଥିବା Windows 7 ର କେଉଁ ସଂସ୍କରଣ କିପରି ନିର୍ଦ୍ଧାରଣ କରିବେ ଏଠାରେ ଦର୍ଶାଯାଇଛି:
Start ବଟନ୍ରେ କ୍ଲିକ୍ କରନ୍ତୁ ତାପରେ କମ୍ପ୍ୟୁଟର୍ରେ ଡାହାଣ-କ୍ଲିକ୍ କରନ୍ତୁ ଏବଂ Properties ଚୟନ କରନ୍ତୁ । ଏହା ଆପଣଙ୍କ କମ୍ପ୍ୟୁଟର୍ର ମୌଳିକ ସୂଚନା ସମ୍ଵନ୍ଧରେ ଆଣିବ ।
ସିଷ୍ଟମ୍ ପ୍ରକାର ପାଇଁ ସିଷ୍ଟମ୍ ବିଭାଗକୁ ଦେଖନ୍ତୁ । ଏହା ଚିହ୍ନଟ କରିବ ଯଦି ଆପଣଙ୍କର Windows 7 ଅପରେଟିଂ ସିଷ୍ଟମ୍ 32-ବିଟ୍ ଅପରେଟିଂ ସିଷ୍ଟମ୍ କିମ୍ଵା 64-ବିଟ୍ ଅପରେଟିଂ ସିଷ୍ଟମ୍ ହୋଇଥିବ ।
32-ବିଟ୍ ସଂସ୍କରଣ ସଂସ୍ଥାପନ କରିବାକୁ, ଆପଣ ହୁଏତ:
- କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ ବଟନ୍, ତାପରେ କ୍ଲିକ୍ କରନ୍ତୁ Open LIP ସଂସ୍ଥାପନ କରିବାକୁ
କିମ୍ଵା
- କ୍ଲିକ୍ କରନ୍ତୁ ଡାଉନ୍ଲୋଡ୍ ବଟନ୍
- କ୍ଲିକ୍ କରନ୍ତୁ Save ଆପଣଙ୍କର କମ୍ପ୍ୟୁଟରକୁ ଫାଇଲ୍ କପି କରିବାକୁ,
- ଡାଉନ୍ଲୋଡ୍ ହୋଇଥିବା ଫାଇଲ୍କୁ ନାଭିଗେଟ୍ କରନ୍ତୁ ଏବଂ LIP ସଂସ୍ଥାପନ କରିବାକୁ ଏଥିରେ ଦୁଇଥର-କ୍ଲିକ୍ କରନ୍ତୁ
64-ବିଟ୍ ସଂସ୍କରଣ ସଂସ୍ଥାପନ କରିବାକୁ, ଆପଣ ନିଶ୍ଚିତ ଭାବରେ 2 ଉପରୋକ୍ତୋ ବିକଳ୍ପ ବ୍ୟବାହର କରିବେ ।
ପୃଷ୍ଠାର ଶୀର୍ଷ
ଏହି ଡାଉନ୍ଲୋଡ୍ରେ ଫାଇଲ୍ଗୁଡିକ
ଏହି ବିଭାଗରେ ଥିବା ଲିଙ୍କଗୁଡିକ ଏହି ଡାଉନ୍ଲୋଡ୍ରେ ଉପଲବ୍ଧ ପୃଥକ ଫାଇଲ୍ଗୁଡିକୁ ପ୍ରତିନିଧିତ୍ଵ କରେ. ଆପଣଙ୍କ ପାଇଁ ସର୍ବାଧିକ ଉପଯୁକ୍ତ ଫାଇଲ୍ଗୁଡିକ ଡାଉନ୍ଲୋଡ୍ କରନ୍ତୁ.
ପୃଷ୍ଠାର ଶୀର୍ଷ
ପୃଷ୍ଠାର ଶୀର୍ଷ
ଅନ୍ୟମାନେ କ’ଣ ଡାଉନ୍ଲୋଡ୍ କରୁଛନ୍ତି
ପୃଷ୍ଠାର ଶୀର୍ଷ