
Windows 7 ପାଇଁ Windows Internet Explorer 9
ସଂକ୍ଷିପ୍ତ ବର୍ଣ୍ଣନା
Windows Internet Explorer 9 ଆପଣଙ୍କର ୱେବ୍ସାଇଟ୍ଗୁଡିକକୁ ଆଦର କରିବା ଏବଂ ଆପଣଙ୍କର PC ରେ ମୂଳ ଆପ୍ଲିକେସନ୍ଗୁଡିକକୁ ପସନ୍ଦ କରେ ।
ଏହି ପୃଷ୍ଠାରେ
ଦ୍ରୁତ ସବିଶେଷ
| ଫାଇଲ୍ ନାମ: | IE9-Windows7-x86-ori.exe |
| ସଂସ୍କରଣ: | 9.0.7930.16406 |
| ଜ୍ଞାନ ଆଧାର (KB) ନିବନ୍ଧଗୁଡିକ: | KB982861 |
| ତାଇଖ ପ୍ରକାଶିତ: | 25-05-11 |
| ଭାଷା: | ଓଡିଆ |
| ଡାଉନ୍ଲୋଡ୍ ଆକାର: | 17.8 MB |
| ନିର୍ଦ୍ଧାରିତ ଡାଉନ୍ଲୋଡ୍ ସମୟ: | 44 ମିନିଟ୍ 56K |
|
| ଭାଷା ପରିବର୍ତ୍ତନ କରନ୍ତୁ: | |
ସମୀକ୍ଷା
Windows Internet Explorer 9 ବିତରଣ କରୁଛି ୱେବ୍ ସାଇଟ୍ ଏବଂ ଆପ୍ଲିକେସନ୍ଆପ୍ଲିକେସନ୍ସମୂହ ଯାହା ଦେଖାଯାଉଛି ଏବଂ ସଞ୍ଚାଳନ ହେଉଛି Windows ର ସାମାର୍ଥ୍ୟ ମାଧ୍ୟମରେ ମୂଳ PC ଆପ୍ଲିକେସନ୍ ପରି ।
-
ଦ୍ରୁତ: Internet Explorer 9 ପ୍ରାୟତଃ ଦ୍ରୁତ ଅଟେ । Windows, Internet Explorer 9 ମାଧ୍ୟମରେ ଆପଣଙ୍କର PC'ର ହାର୍ଡ୍ୱାର୍ର ସମ୍ପୁର୍ଣ୍ଣ ଲାଭ ଉଠାଇବାକୁ ଡିଜାଇନ୍ ହୋଇଛି ଯାହା ଗ୍ରାଫିକାଲ୍ ରିଚ୍ ଭାବରେ ବିତରଣ କରୁଛି ଏବଂ ଅନୁଭୁତିଗୁଡିକର ସୂଚନା ପ୍ରଦାନ କରୁଛି ଯାହା ଆପଣଙ୍କର PC ରେ ସଂସ୍ଥାପିତ ହୋଇଥିବା ଆପ୍ଲିକେସନ୍ଗୁଡିକ ଭାବରେ ଦ୍ରୁତ ଏବଂ ଦାୟୀତ୍ଵପୂର୍ଣ୍ଣକ ଅଟେ ।
-
ସ୍ଵଚ୍ଛ: ଏକ ସ୍ଵଚ୍ଛ ଲୁକ୍ ସହିତ ଆପଣ ପସନ୍ଦ କରୁଥିବା ୱେବ୍ ସାଇଟ୍ଗୁଡିକରେ Internet Explorer ଦୃଷ୍ଟି ନିକ୍ଷେପ କରିବ ଏବଂ ବୃଦ୍ଧି ହୋଇଥିବା ଦର୍ଶନ କ୍ଷେତ୍ର ଯାହା ଆପଣଙ୍କର ୱେବ୍ ସାଇଟ୍ଗୁଡିକ ଆଦର ହେବ Windows 7 ସହିତ ସହଜ ଏବଂ ନିର୍ବୋଧ ଏକୀକରଣ ପ୍ରଦାନ କରିଥାଏ ଏକ-କ୍ଲିକ୍ ପ୍ରବେଶ ୱେବ୍ ଆପ୍ଲିକେସନ୍କୁ ଯାହା ଆପଣଙ୍କର ଟାସ୍କଦଣ୍ଡିକାକୁ ପିନ୍ କରିଥାଏ ।
-
ବିଶ୍ଵସ୍ତ ୱେବ୍ୱେବ୍କୁ Internet Explorer ହେଉଛି ବିଶ୍ଵସ୍ତ ପଥ କାରଣ ଏହାର ବିଲ୍ଟ-ଇନ୍ ସୁରକ୍ଷା, ଗୋପନୀୟତା ଏବଂ ବିଶ୍ଵସ୍ତନୀୟତା ପଦ୍ଧତିଗୁଡିକର ଏକ ପୁନଃବଷ୍ଟ ସେଟ୍ ରହିଛି ଯାହା ଆପଣଙ୍କୁ ସୁରକ୍ଷିତ ରଖୁଛି ଏବଂ ଆପଣଙ୍କର ବ୍ରାଉଜିଂ ଅନୁଭୁତି ବାଧିତ କରୁନାହିଁ ।
-
ଦକ୍ଷତା: HTML5 ପାଇଁ ସାମର୍ଥ୍ୟ ଏବଂ ମୋଡେମ୍ ୱେବ୍ ମାନାଙ୍କଗୁଡିକ ଗଠିତ ହୋଇଛି GPU ର ଉପକାରିତା ନେବାକୁ ଅର୍ଥ ସେହି ସମାନ ମାର୍କ-ଅପ୍ ନା କେବଳ ସମ୍ପୁର୍ଣ୍ଣ ୱେବ୍ରେ କାର୍ଯ୍ୟ କରୁଛି, କିନ୍ତୁ ଦ୍ରୁତ ଭାବରେ ଚାଲୁଛି ଏବଂ Windows ଓ Internet Explorer 9 ମାଧ୍ୟମରେ ଏକ ରିଚର୍ ଅନୁଭୁତି ପ୍ରଦାନ କରୁଛି ।
ପୃଷ୍ଠାର ଶୀର୍ଷ
ସିଷ୍ଟମ୍ ଆବଶ୍ୟକତାଗୁଡିକ
- ସମର୍ଥ କରୁଥିବା ଅପରେଟିଂ ସିଷ୍ଟମ୍ଗୁଡିକ: Windows 7
-
- Windows 7
- Windows 7 ସହିତ ସେବା ପ୍ୟାକ 1
- କମ୍ପ୍ୟୁଟର୍/ ପ୍ରୋସେସର୍: ଏକ 233MHz ପ୍ରୋସେସର୍ କିମ୍ଵା ଉଚ୍ଚ (ପଣ୍ଟିୟମ୍ ପ୍ରୋସେସର୍ ଅନୁମୋଦିତ) ସହିତ କମ୍ପ୍ୟୁଟର୍
- ମେମୋରି: 512MB
- ହାର୍ଡ୍ ଡ୍ରାଇଭ୍ ସ୍ପେସ୍:70MB
- ପ୍ରଦର୍ଶନ: ସୁପର୍ VGA (800 x 600) କିମ୍ଵା 256 ରଙ୍ଗ ସହିତ ଉଚ୍ଚ-ରିଜୋଲ୍ୟୁସନ୍ ମୋନିଟୋର୍ ।
- ବାହ୍ୟ ଉପକରଣସମୂହ: ମୋଡେମ୍ କିମ୍ଵା ଇଣ୍ଟର୍ନେଟ୍ ସଂଯୋଜନ; Microsoft ମାଉସ୍, Microsoft IntelliMouse, କିମ୍ଵା ସହମତ ହେଉଥିବା ପୋଇଣ୍ଟିଂ ଡିଭାଇସ ।
ପୃଷ୍ଠାର ଶୀର୍ଷ
ନିର୍ଦ୍ଦେଶାବଳୀ
- ଡାଉନଲୋଡ଼୍ ଆରମ୍ଭ କରିବାକୁ ଡାଉନଲୋଡ଼୍୍ ବଟନ୍ କ୍ଲିକ୍ କରନ୍ତୁ ।
- ନିମ୍ନୋକ୍ତୋ ମଧ୍ୟରୁ ଏକ କରନ୍ତୁ:
- ତୁରନ୍ତ ସଂସ୍ଥାପନ ଆରମ୍ଭ କରିବାକୁ, ଖୋଲନ୍ତୁ କ୍ଲିକ୍ କରନ୍ତୁ କିମ୍ଵା ଏହାର ବର୍ତ୍ତମାନର ଅବସ୍ଥାନ ଠାରୁ ପ୍ରୋଗ୍ରାମ୍ ଚାଳନ କରନ୍ତୁ ।
- ପରବର୍ତ୍ତୀ ସମୟରେ ସଂସ୍ଥାପନ ପାଇଁ ଆପଣଙ୍କର କମ୍ପ୍ୟୁଟର୍କୁ ଡାଉନଲୋଡ଼୍୍ କପି କରିବାକୁ, ସଞ୍ଚୟ କ୍ଲିକ୍ କରନ୍ତୁ କିମ୍ଵା ଡିସ୍କକୁ ଏହି ପ୍ରୋଗ୍ରାମ୍ ସଞ୍ଚୟ କରନ୍ତୁ ।
ପୃଷ୍ଠାର ଶୀର୍ଷ
ଅତିରିକ୍ତ ସୂଚନା
ଏହି ଡାଉନଲୋଡ଼୍୍ କେବଳ Windows 7, Windows 7 SP1 ପାଇଁ Windows Internet Explorer 9 ପାଇଁ ଅଟେ । Microsoft Windows ର ଅନ୍ୟ ସମର୍ଥିତ ସଂସ୍କରଣଗୁଡିକ ପାଇଁ Internet Explorer 9 ଡାଉନଲୋଡ଼୍ କରିବାକୁ:
ପୃଷ୍ଠାର ଶୀର୍ଷ
ପୃଷ୍ଠାର ଶୀର୍ଷ