Silverlight ସଂସ୍ଥାପନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ*
ଭାରତପରିବର୍ତ୍ତନ କରନ୍ତୁ|ସମସ୍ତ Microsoft ସାଇଟ୍‌ଗୁଡିକ
Microsoft
ଡାଉନ୍‌ଲୋଡ୍ କେନ୍ଦ୍ର 
ଖୋଜନ୍ତୁ
ବିକଶିତ ଖୋଜବିକଶିତ ଖୋଜ

Microsoft Office Language Interface Pack 2007 – [ଓଡ଼ିଆ]

ସଂକ୍ଷିପ୍ତ ବର୍ଣ୍ଣନା
Microsoft Office Language Interface Pack 2007 – [ଓଡ଼ିଆ] ବହୁ Microsoft Office 2007 ପ୍ରୋଗ୍ରାମ ପାଇଁ ଏକ [ଓଡ଼ିଆ] ଉପଭୋକ୍ତା ଇଣ୍ଟରଫେସ ପ୍ରଦାନ କରେ.

ଏହି ପୃଷ୍ଠାରେ

ଦ୍ରୁତ ସବିଶେଷ
ସଂସ୍କରଣ:1
ତାଇଖ ପ୍ରକାଶିତ:22-09-09
ଭାଷା:ଓଡିଆ
ଡାଉନ୍‌ଲୋଡ୍ ଆକାର:120 KB - 23.5 MB*
*ଡାଉନ୍‌ଲୋଡ୍ ଆକାର ମନୋନୀତ ଡାଉନ୍‌ଲୋଡ୍ ଉପାଦାନ ଉପରେ ନିର୍ଭର କରେ.

ଭାଷା ପରିବର୍ତ୍ତନ କରନ୍ତୁ:
  

ସମୀକ୍ଷା

Microsoft Office Language Interface Pack 2007 – [ଓଡ଼ିଆ] ଏହାଙ୍କ ପାଇଁ ଏକ [ଓଡ଼ିଆ] ଉପଭୋକ୍ତା ଇଣ୍ଟରଫେସ ପ୍ରଦାନ କରେ:
  • Microsoft Office Excel 2007

  • Microsoft Office Outlook 2007

  • Microsoft Office PowerPoint 2007

  • Microsoft Office Word 2007

 ପୃଷ୍ଠାର ଶୀର୍ଷ

ସିଷ୍ଟମ୍ ଆବଶ୍ୟକତାଗୁଡିକ

  • ସମର୍ଥ କରୁଥିବା ଅପରେଟିଂ ସିଷ୍ଟମ୍ଗୁଡିକ: Windows Vista Service Pack 1
  • ସଫ୍ଟୱେୟାର ଆବଶ୍ୟକୀୟ: Excel, Outlook, Powerpoint କିମ୍ବା Word ଧାରଣ କରିଥିବା ଯେକୌଣସି Microsoft Office 2007 ସୁଟ୍‌ର [ମୂଳ_ଭାଷା]ସଂସ୍କରଣ.
  • ଡିସ୍କ ସ୍ପେସ ଆବଶ୍ୟକତା: ସମ୍ପ୍ରତି ସଂସ୍ଥାପିତ Office 2007 ପ୍ରୋଗ୍ରାମ ଦ୍ଵାରା ବ୍ୟବହୃତ ହାର୍ଡ ଡିସ୍କ ସ୍ପେସ ସହ, ଉପଲବ୍ଧ ହାଡଡିସ୍କର 20 ମେଗାବାଇଟ (MB) ସ୍ପେସ ଆବଶ୍ୟକୀୟ.

 ପୃଷ୍ଠାର ଶୀର୍ଷ

ନିର୍ଦ୍ଦେଶାବଳୀ

ଏହି ଡାଉନଲୋଡ ସଂସ୍ଥାପନ କରିବାକୁ:
  1. LanguageInterfacePack.exe ଫାଇଲ ଡାଉନଲୋଡ ବଟନ (ଉପର) କ୍ଲିକ୍ କରି ଡାଉନଲୋଡ କରନ୍ତୁ ଏବଂ ଏହି ଫାଇଲଗୁଡିକ ଆପଣଙ୍କ ହାର୍ଡ ଡିସ୍କରେ ସଂରକ୍ଷଣ କରନ୍ତୁ.
  2. LanguageInterfacePack.exe ପ୍ରୋଗ୍ରାମ ଫାଇଲ ଦ୍ଵିବାର କ୍ଲିକ୍ କରନ୍ତୁଆପଣଙ୍କ ହାର୍ଡ ଡିସ୍କରେ ସେଟଅପ ପ୍ରୋଗ୍ରାମ ଆରମ୍ଭ କରିବାକୁ.
  3. ସଂସ୍ଥାପନା ପୂରଣ କରିବାକୁ ସ୍କ୍ରୀନରେ ଥିବା ନିର୍ଦ୍ଦେଶନାମା ଅନୁସରଣ କରନ୍ତୁ.
  4. ଆପଣଙ୍କ Microsoft Office 2007 Language Interface Pack ପାଇଁ ଥରେ ମୋତେପଢନ୍ତୁ ଫାଇଲ ସଂସ୍ଥାପିତ ହେଲେ C:\ପ୍ରୋଗ୍ରାମ ଫାଇଲ\ସାଧାରଣ ଫାଇଲ\microsoft ଅଂଶୀଦାରା\OFFICE12\LCID\LIPread.htmର
  5. ରେ ମିଳିପାରିବ
  6. Office 2003 Language Interface Pack ସହ Office 2003ର Office 2007ସହ Office 2007କୁ ନବୀକରଣ କରିବାକୁ ସମର୍ଥିତ ନୁହେଁ. ଯଦି Office 2003ର ମୂଳ ସଂସ୍ଥାପନା Office 2007 Language Interface Packସହ Office 2007କୁ ନବୀକରଣ କରିବାକୁ ଚାହୁଁଛନ୍ତି ଆପଣ:
    • Office 2003 Language Interface ପ୍ୟାକ ବିସ୍ଥାପନ
    • Office 2007 ସେଟଅପ୍ ଚଳାଇବା ଏବଂ ନବୀକରଣ ବିକଳ୍ପ ଚୟନ କରିବା ଉଚିତ.
    • ଯେତେବେଳେ Office 2007 ସେଟାପ ସମ୍ପୂର୍ଣ୍ଣ ହୁଏ, Office 2007 ଭାଷା ଇଣ୍ଟରଫେସ ପ୍ୟାକ ସଂସ୍ଥାପନ ତଥା ବିନ୍ୟାସ କରନ୍ତୁ

    • ଆପଣଙ୍କ Office ଉତ୍ପାଦ ସକ୍ରିୟ କରିବା ଦ୍ଵାରା:
    • ଆପଣ Microsoft® Office Language Interface Pack 2007 ବ୍ୟବହାର କରିବା ବେଳେ ଯଦି ଆପଣଙ୍କର "Microsoft Office ସକ୍ରିୟକରଣ ୱିଜାର୍ଡ" ସଂଳାପରେ ସମ୍ପୂର୍ଣ୍ଣ ସଂସ୍ଥାପନା କୋଡ ପଢିବାରେ ସମସ୍ୟା ରହିଛି, କିମ୍ବା ସମ୍ପୂର୍ଣ୍ଣ ସଂସ୍ଥାପନା କୋଡ ସଠିକରୂପରେ ପ୍ରଦର୍ଶନ ହେଉନାହିଁ, ଦୟାକରି ୱିଜାର୍ଡଟି ବାତିଲ କରନ୍ତୁ ଏବଂ ଆପଣଙ୍କ Microsoft Office ଉତ୍ପାଦ ସକ୍ରିୟ କରିବାକୁ ଆପଣଙ୍କ [ମୂଳ ଭାଷା] ଉତ୍ପାଦକୁ ସିଚ୍ କରନ୍ତୁ.


ବ୍ୟବହାର ପାଇଁ ନିର୍ଦ୍ଦେଶନାମା:

ଆପଣଙ୍କର ଉପଭୋକ୍ତା ଇଣ୍ଟରଫେସ Microsoft Office Language Interface Pack 2007 – [ଓଡ଼ିଆ]କୁ ସ୍ଵିଚ୍ କରିବାକୁ, ଏହି ପଦାଙ୍କଗୁଡିକ ଅନୁସରଣ କରନ୍ତୁ:

  1. Microsoft Office 2007 ଭାଷା ସେଟିଂପ୍ରାରମ୍ଭ\ସମସ୍ତ ପ୍ରୋଗ୍ରାମ\Microsoft Office\Microsoft Office ଉପକରଣ ମେନୁରୁ ଲଞ୍ଚ କରନ୍ତୁ.
  2. ଚୟନ କରନ୍ତୁ ଭାଷା ପ୍ରଦର୍ଶନ ଟ୍ୟାବ ଏବଂ Microsoft Office ମେନୁ ପ୍ରଦର୍ଶନ ଏବଂ ସଂଳାପ ବାକ୍ସ: ଡ୍ରାପଡାଉନ ସାରଣୀରେ, ଆପଣ ପ୍ରଦର୍ଶନ କରିବାକୁ ଚାହୁଁଥିବା ଭାଷା ଚୟନ କରନ୍ତୁ. ଆପଣ ମନୋନୀତ କରିଥିବା ଭାଷା ବର୍ତ୍ତମାନ ଡିଫଲ୍ଟ ପ୍ରଦର୍ଶନ ହେବା ଉଚିତ.
  3. ଭାଷା ପ୍ରଦର୍ଶନ ଟ୍ୟାବରେ ଆପଣଙ୍କ Windows ପ୍ରଦର୍ଶନକୁ ମେଳ ହେବା ପାଇଁ Office ପ୍ରଦର୍ଶନ ରହିଛି. ଆପଣନ୍ଗ୍କ ସମ୍ପ୍ରତି Windows ଭାଷା ଆପଣଙ୍କ ପାଇଁ ସାରଣୀଭୁକ୍ତ ହେବ. ଯଦି ଆପଣଙ୍କ Windows ପ୍ରଦର୍ଶନ ସହ Office ପ୍ରଦର୍ଶନ ମେଳ ହେବାକୁ ରହିଛି Windows ପ୍ରଦର୍ଶନ ଭାଷା ମେଳ କରିବାକୁ Microsoft Office ପ୍ରଦର୍ଶନ ଭାଷା ସେଟ୍ କରନ୍ତୁ ଠିକ ବାକ୍ସ ଚୟନ କରନ୍ତୁ. ଏହି ସେଟିଂ Microsoft Office ମେନୁ ଏବଂ ସଂଳାପ ବାକ୍ସଗୁଡିକ ସାରଣୀରେ ଆପଣ କରିଥିବା ଚିହ୍ନକୁ ଅଭରରାଇଡ କରେ.
  4. ଭାଷା ସଂପାଦନା ଟ୍ୟାବରେ ଆପଣ ଉପଲବ୍ଧ ସଂପାଦନା ଭାଷାଗୁଡିକ ସାରଣୀରୁ ଆବଶ୍ୟକ ସକ୍ଷମ କରିବାକୁ ଚାହୁଁଥିବା ଭାଷା ଚୟନ କରନ୍ତୁ ଏବଂ ଯୋଡନ୍ତୁ କ୍ଲିକ୍ କରନ୍ତୁ. ଆପଣ ମନୋନୀତ କରିଥିବା ଭାଷା ସଂପାଦନା ଭାଷାଗୁଡିକ ସକ୍ଷମ ସାରଣୀର ତାଲିକାଭୁକ୍ତ ହୋଇନଥିବା ଉଚିତ.
  5. ସଂପାଦନା ଭାଷାଗୁଡିକ ଟ୍ୟାବରେ ଆପଣଙ୍କ ପ୍ରାଥମିକ ସଂପାଦନା ଭାଷା କରିବାକୁ ଆବଶ୍ୟକ କରୁଥିବା ଭାଷା ପ୍ରାଥମିକ ସଂପାଦନା ଭାଷା ସାରଣୀରୁ ଚୟନ କରନ୍ତୁ.
  6. ଏହି ଠିକ ବଟନରେ କ୍ଲିକ୍ କରନ୍ତୁ.

ଆପଣ ଚୟନ କରିଥିବା ଭାଷା ସେଟିଂସମୂହ ପରବର୍ତ୍ତୀ ଥର ଆପଣ Office ଅନୁପ୍ରୟୋଗଗୁଡିକ ଆରମ୍ଭ କରିବା ପରେ ପ୍ରଭାବପୂର୍ଣ୍ଣ ହେବ.
ନୋଟ କରନ୍ତୁ: Microsoft Office Language Interface Pack 2007 – [ଓଡ଼ିଆ]ର ଭାଷାକୁ ସହାୟତା ସ୍ଵିଚ୍‌ ହୋଇପାରିବ ନାହିଁ. ସହାୟତା ସର୍ବଦା ଆପଣଙ୍କର ମୂଳ ସଂସ୍ଥାପନାର ଭାଷାରେ ରହିବ.
ସର୍ବଦା ଡ୍ରପଡାଉନ ସାରାଣୀର ମୂଳ ଭାଷାରେ ଆପଣଙ୍କ ପ୍ରଦର୍ଶନ ସହାୟତା ସେଟ୍ କରନ୍ତୁ.

ଏହି ଡାଉନଲୋଡ ଅପସାରଣ କରିବାକୁ:
    Windows XP Home or Professional ସଂସ୍କରଣରେ ଏହି ପଦାଙ୍କଗୁଡିକ ଅନୁସରଣ କରନ୍ତୁ:
  1. ସମସ୍ତ ପ୍ରୋଗ୍ରାମ ପରିତ୍ୟାଗ କରନ୍ତୁ.
  2. Windows ନିୟନ୍ତ୍ରଣ ପ୍ୟାନେଲରେ ଥିବା ଯୋଡନ୍ତୁ କିମ୍ବା ଅପସାରନ କରନ୍ତୁ ପ୍ରୋଗ୍ରାମ ଆଇକନକୁ ଦ୍ଵିବାର କ୍ଲିକ୍ କରନ୍ତୁ.
  3. ସମ୍ପ୍ରତି ସଂସ୍ଥାପିତ ପ୍ରୋଗ୍ରାମଗୁଡିକ ବାକ୍ସରେ ଥିବା Microsoft Office Language Interface Pack 2007 କ୍ଲିକ୍ କରନ୍ତୁ, ତା'ପରେ ଅପସାରଣ ବଟନ କ୍ଲିକ୍ କରନ୍ତୁ.
  4. ସ୍କ୍ରୀନରେ ନିର୍ଦ୍ଦେଶନାମା ଅନୁସରଣ କରନ୍ତୁ.

    Windows Vistaରେ ଏହି ପଦାଙ୍କଗୁଡିକ ଅନୁସରଣ କରନ୍ତୁ:
  1. ସମସ୍ତ ପ୍ରୋଗ୍ରାମ ପରିତ୍ୟାଗ କରନ୍ତୁ.
  2. ପ୍ରୋଗ୍ରାମ ଏବଂ ବୈଶିଷ୍ଟ୍ୟ ଆଇକନ Windows ନିୟନ୍ତ୍ରଣ ପ୍ୟାନେଲରେ ଦ୍ଵିବାର କ୍ଲିକ୍ କରନ୍ତୁ.
  3. ବିସ୍ଥାପନ କିମ୍ବା ଏକ ପ୍ରୋଗ୍ରାମ ପରିବର୍ତ୍ତନ ବିକଳ୍ପରେ, Microsoft Office Language Interface Pack 2007 – [ଓଡ଼ିଆ]ସମ୍ପ୍ରତି ସଂସ୍ଥାପିତ ପ୍ରୋଗ୍ରାମଗୁଡିକ ବାକ୍ସରେ କ୍ଲିକ୍ କରନ୍ତୁ, ତା'ପରେ ବିସ୍ଥାପନ ବିକଳ୍ପ ଚୟନ କରନ୍ତୁ.
  4. ସ୍କ୍ରୀନରେ ନିର୍ଦ୍ଦେଶନାମା ଅନୁସରଣ କରନ୍ତୁ.

 ପୃଷ୍ଠାର ଶୀର୍ଷ

ଏହି ଡାଉନ୍‌ଲୋଡ୍‌ରେ ଫାଇଲ୍‌ଗୁଡିକ

ଏହି ବିଭାଗରେ ଥିବା ଲିଙ୍କଗୁଡିକ ଏହି ଡାଉନ୍‌ଲୋଡ୍‌ରେ ଉପଲବ୍ଧ ପୃଥକ ଫାଇଲ୍‌‌ଗୁଡିକୁ ପ୍ରତିନିଧିତ୍ଵ କରେ. ଆପଣଙ୍କ ପାଇଁ ସର୍ବାଧିକ ଉପଯୁକ୍ତ ଫାଇଲ୍‌ଗୁଡିକ ଡାଉନ୍‌ଲୋଡ୍ କରନ୍ତୁ.
ଫାଇଲ୍ ନାମ:ଫାଇଲ୍ ଆକାର

LanguageInterfacePack.exe

14.9 MB

LIP_Help.chm

120 KB

Microsoft_Office_Excel.pptx

1.3 MB

Microsoft_Office_Outlook.pptx

2.7 MB

Microsoft_Office_PowerPoint.pptx

2.7 MB

Microsoft_Office_Word.pptx

1.8 MB

 ପୃଷ୍ଠାର ଶୀର୍ଷ

ଅନ୍ୟମାନେ କ’ଣ ଡାଉନ୍‌ଲୋଡ୍ କରୁଛନ୍ତି

ଅନ୍ୟମାନେ ଯିଏ ଡାଉନ୍‌ଲୋଡ୍ କରିଛନ୍ତି Microsoft Office Language Interface Pack 2007 – [ଓଡ଼ିଆ] ମଧ୍ୟ ଡାଉନ୍‌ଲୋଡ୍‌ହୋଇଛି:
  1. Windows 7 ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍
  2. Microsoft Office Language Interface Pack 2010 – ଓଡିଆ

 ପୃଷ୍ଠାର ଶୀର୍ଷ