*
Microsoft*
Results by Bing
ଡାଉନ୍‌ଲୋଡ୍ କେନ୍ଦ୍ର 
ଖୋଜନ୍ତୁ
ବିକଶିତ ଖୋଜବିକଶିତ ଖୋଜ

Microsoft ଡାଉନ୍‌ଲୋଡ୍ କେନ୍ଦ୍ର: ସମ୍ବନ୍ଧୀତ ସାଇଟ୍‌ଗୁଡିକ

ଏହି ପୃଷ୍ଠାରେ, ଆପଣ Microsoftର ଅନ୍ୟାନ୍ୟ ୱେବ ସାଇଟ୍‌କୁ ଲିଙ୍କମାନ ପାଇବେ ଯାହା ଡାଉନ୍‌ଲୋଡ୍‌ଗୁଡିକ ପ୍ରଦାନ କରେ. ନୋଟ୍ କରନ୍ତୁ ଯେ ଏହି ଅନ୍ୟ ୱେବ ସାଇଟ୍‌ରେ ଉପଲବ୍ଧ ଥିବା ପ୍ରାୟ ସମସ୍ତ ଡାଉନ୍‌ଲୋଡ୍‌ଗୁଡିକ Microsoft ଡାଉନ୍‌ଲୋଡ୍ କେନ୍ଦ୍ରରେ ମଧ୍ୟ ମିଳିପାରିବ; ଯଦିଓ ଏହି ଅନ୍ୟ Microsoft ସାଇଟ୍‌ଗୁଡିକ ସେବା ତଥା ସୂଚନା ପ୍ରଦାନ କରିପାରନ୍ତି ଯାହା ଡାଉନ୍‌ଲୋଡ୍ କେନ୍ଦ୍ରରେ ମିଳିନପାରେ.

ଯଦି ଆପଣ Microsoft Windows କିମ୍ବା Office ପାଇଁ ଡାଉନ୍‌ଲୋଡ୍ କରିବାକୁ ଚାହୁଁଛବ୍ତି, ଚେଷ୍ଟା କରନ୍ତୁ ଆମର ସ୍ଵତଃ ଅପ୍‌ଡେଟ୍ ସେବାଗୁଡିକ, ଯାହା ଆପଣଙ୍କୁ ଡାଉନ୍‌ଲୋଡ୍ କେନ୍ଦ୍ରର ବିନା ପରିଦର୍ଶନରେ ଆପଣଙ୍କ କମ୍ପ୍ୟୁଟରକୁ ଅପ୍‌ ଟୁ ଡେଟ୍ ରଖିବାରେ ସାହାଯ୍ୟ କରେ.

DirectX ଡାଉନ୍‌ଲୋଡ୍‌ଗୁଡିକ
Microsoft DirectXର ସର୍ବନୂତନ ସଂସ୍କରଣ ପାଆନ୍ତୁ, ଓ ଆପଣଙ୍କ Windowsର ସଂସ୍କରଣ ପାଇଁ ଅନ୍ୟାନ୍ୟ ପ୍ରମୂଖ DirectX ଅପ୍‌ଡେଟ୍‌ଗୁଡିକ ଖୋଜନ୍ତୁ.

ଡ୍ରାଇଭର ଡାଉନ୍‌ଲୋଡ୍‌ଗୁଡିକ
Microsoft TechNetର ଏହି ଉତ୍ସ ପୃଷ୍ଠାରେ ତାଲିକାଭୁକ୍ତ ହୋଇଥିବା ୱେବ ସାଇଟ୍‌ଗୁଡିକରୁ ସର୍ବନୂତନ ଡ୍ରାଇଭରଗୁଡିକ ଖୋଜନ୍ତୁ.

ଇଣ୍ଟର୍ନେଟ ଏକ୍ସପ୍ଲୋରର ଡାଉନ୍‌ଲୋଡ୍‌ଗୁଡିକ
Microsoft ଇଣ୍ଟର୍ନେଟ ଏକ୍‌ସପ୍ଲୋରର ପାଇଁ ଜଟିଳ ଅପ୍‌ଡେଟ୍‌ଗୁଡିକ, ସୁପାରିଶ କରାଯାଇଥିବା ପ୍ରକାଶନ, ଓ ଅନ୍ୟାନ୍ୟ ସିଷ୍ଟମ ଅପ୍‌ଡେଟ୍‌ଗୁଡିକ ପାଆନ୍ତୁ..

ମ୍ୟାକ୍‌ଟୋପିଆ ଡାଉନ୍‌ଲୋଡ୍‌ଗୁଡିକ
ଅପ୍‌ଡେଟ୍‌ଗୁଡିକ ଓ ମ୍ୟାକ୍‌ଟୋପିଆରେ ଉପଲବ୍ଧ ଉପଯୋଗୀ ଡାଉନ୍‌ଲୋଡ୍ ସହ ମାକିନ୍‌ଟୋସ୍ ପାଇଁ Microsoft ସଫ୍ଟୱେୟାରରୁ ଅଧିକ ପାଆନ୍ତୁ.

Microsoft ଗେମ୍‌ସ୍ ପରୀକ୍ଷାମୂଳକ ସଂସ୍କରଣ
ଯଦି ଆପଣ କିଛି Microsoft ଗେମ୍‌ସ୍ ପାଇଁ ଚେଷ୍ଟା କରିବାକୁ ଚାହାନ୍ତି, ଏହି ସାଇଟ୍‌କୁ ପରିଦର୍ଶନ କରି ଆରମ୍ଭ କରନ୍ତୁ, ଯେଉଁଠାରେ ପରୀକ୍ଷାମୂଳକ ସଂସ୍କରଣରୂପେ ବହୁଗୁଡିଏ ଗେମ୍‌ସ୍ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ ଅଛି.

Microsoft ହାର୍ଡୱେୟାର ଡାଉନ୍‌ଲୋଡ୍‌ଗୁଡିକ
ଆପଣଙ୍କ Microsoft ଉତ୍ପାଦଗୁଡିକର ପୂର୍ଣ୍ଣ କାର୍ଯ୍ୟକାରିତାର ଲାଭ ଉଠାଉଥିବା ନିଶ୍ଚିତ କରିବାକୁ, Microsoft ହାର୍ଡୱେୟାରରୁ ସର୍ବନୂତନ ସଫ୍ଟୱେୟାର ଅପ୍‌ଡେଟ୍‌ଗୁଡିକ ପାଆନ୍ତୁ.

ମୋବାଇଲ-ଡିଭାଇସ୍ ଡାଉନ୍‌ଲୋଡ୍‌ଗୁଡିକଡ୍ରାଇଭର ଡାଉନ୍‌ଲୋଡ୍‌ଗୁଡିକ
ଆପଣଙ୍କ ମୋବାଇଲ୍ ଫୋନ, ହାତଧରା ପିସି, କିମ୍ବା ପକେଟ୍ ପିସିରୁ ଅଧିକ ପାଇବାରେ ସାହାଯ୍ୟ କରିବାକୁ ଆଡ-ଇନ୍‌ସ, ଅପ୍‌ଡେଟ୍‌ଗୁଡିକ, ଓ ଅଧିକ ଡାଉନ୍‌ଲୋଡ୍‌ଗୁଡିକ ପାଆନ୍ତୁ. ଆପଣ ମଧ୍ୟ ଡେଭଲପରଙ୍କ ପାଇଁ ମୋବାଇଲ-ଡିଭାଇସ୍ ଡାଉନ୍‌ଲୋଡ୍‌ଗୁଡିକ ପାଇବେ.

MSDN ଡେଭଲପର୍ ଡାଉନ୍‌ଲୋଡ୍‌ଗୁଡିକ
Microsoft ଡେଭଲପର୍‌ ନେଟୱାର୍କ (MSDN) ଏକ ବିଶାଳ ରେଞ୍ଜର ଉନ୍ନୟନ-ସମ୍ବନ୍ଧୀତ ଟୁଲ୍‌ମାନ ଓ ଆଡ୍‌-ଇନ୍‌ସ, ସେବା ପ୍ୟାକ୍‌ମାନ, ଉତ୍ପାଦ ଅପ୍‌ଡେଟ୍‌ମାନ, ଓ ବେଟା ଓ ପୂର୍ବାବଲୋଚନ ପ୍ରକାଶନଗୁଡିକ ପ୍ରଦାନ କରେ.

MSDN ସବ୍‌ସ୍କ୍ରାଇବର ଡାଉନ୍‌ଲୋଡ୍‌ଗୁଡିକ
ଏହି ପାସୱାର୍ଡ-ସୁରକ୍ଷିତ ସାଇଟ୍ ତତକ୍ଷଣାତ୍ ସର୍ବନୂତନ MSDN ସବ୍‌ସ୍କ୍ରୀପ୍‌ସନ୍ ସଫ୍ଟୱେୟାର ଆକ୍‌ସେସ୍ କରିବାକୁ MSDN ବିଶ୍ଵସ୍ତରୀୟ ଓ ପ୍ରୋଫେସନାଲ୍ ସବ୍‌ସ୍କ୍ରାଇବର ଓ Microsoft ସ୍ଵୀକୃତପ୍ରାପ୍ତ ସହଯୋଗୀ (MCPs)ଙ୍କୁ ସକ୍ରିୟ କରିବା ପ୍ରଦାନ କରେ.

Office ଅପ୍‌ଡେଟ୍‌
ଡାଉନ୍‌ଲୋଡମାନ, ଜଟିଳ ଅପ୍‌ଡେଟ୍‌ମାନ, ଦର୍ଶକ, ଓ Microsoft Officeରୁ ଅଧିକ ଡାଉନ୍‌ଲୋଡ୍‌ମାନର ଏକ ବିଶାଳ ଆରେ ଖୋଜନ୍ତୁ.

ସୁରକ୍ଷା ସଫ୍ଟୱେୟାର
ଆପଣଙ୍କ କମ୍ପ୍ୟୁଟରର ସୁରକ୍ଷା ବଢାଇବାକୁ ଓ ଏହାକୁ ସରଳଭବରେ ଚାଲିବାରେ ସାହାଯ୍ୟ କରିବାକୁ ଆଣ୍ଟିଭାଇରସ୍ ସଫ୍ଟୱେୟାର, ଫାୟାରୱାଲ୍‌ସ, ଓ ସ୍ପାଏୱେୟାର ହଟାଇବା ଟୁଲ୍ ମାନ ଡାଉନ୍‌ଲୋଡ୍ କରନ୍ତୁ.

Microsoft ଉତ୍ପାଦଗୁଡିକ ପାଇଁ ସେବା ପ୍ୟାକ୍‌ଗୁଡିକ
ସିଷ୍ଟମ୍ ନିର୍ଭରଯୋଗ୍ୟତା, ପ୍ରୋଗ୍ରାମ୍ ସୁସଙ୍ଗତା, ଓ ନିରାପଦତା ପାଇଁ ଅପ୍‌ଡେଟ୍ ଧାରଣ କରିଥିବା ଡାଉନ୍‌ଲୋଡ୍‌ଯୋଗ୍ୟ ସେବା ପ୍ୟାକ୍‌ଗୁଡିକ. Microsoft ସହାୟତା ଓ ସମର୍ଥନରେ କେଉଁ ସେବା ପ୍ୟାକ୍‌ଗୁଡିକ ବର୍ତ୍ତମାନ ଉପଲବ୍ଧ ଦେଖନ୍ତୁ.

ଆଇଟି ପ୍ରୋଫେସନାଲ୍‌ଙ୍କ ପାଇଁ TechNet ଡାଉନ୍‌ଲୋଡ୍‌ଗୁଡିକ
ହଟ୍‌ଫିକ୍‌ସ୍‌ମାନ, ସୁରକ୍ଷା ବୁଲେଟିନ୍‌ମାନ ଓ ଅପ୍‌ଡେଟ୍‌ମାନ, ତଥା ଅଧିକ ଡାଉନ୍‌ଲୋଡ୍‌ମାନ ଖୋଜନ୍ତୁ. ଆଇଟି ପ୍ରୋଫେସନାଲ୍‌ଙ୍କ ପାଇଁ Microsoft ଡାଉନ୍‌ଲୋଡ୍‌ ଉତ୍ସର ଏହା ଏକ କେନ୍ଦ୍ରୀୟ ସଂଗ୍ରହାଳୟ.

Windows ମିଡିଆ ଡାଉନ୍‌ଲୋଡ୍ କେନ୍ଦ୍ର
Microsoft ୱିଣ୍ଡୋ ପ୍ଲେୟାର, ଏନ୍‌କୋଡରସ, କୋଡ୍‌ସ୍ ଓ ଅନ୍ୟାନ୍ୟ ସମ୍ବନ୍ଧୀତ ଡାଉନ୍‌ଲୋଡ୍‌ଗୁଡିକ ସହ ଆପଣଙ୍କ ଚାଳନା ବୃଦ୍ଧି କରନ୍ତୁ.

Windows SDK ଅପ୍‌ଡେଟ୍
Microsoft ପ୍ଲାଟଫର୍ମ SDK Microsoft Windows, Windows NT, ଇଣ୍ଟର୍ନେଟ ଏକ୍‌ସପ୍ଲୋରର ଓ Windows ସର୍ଭରର ସିଷ୍ଟମ ପାଇଁ ସଫ୍ଟୱେୟାର ଲିଖନ କରିବାକୁ ଆବଶ୍ୟକ ସର୍ବନୂତନ ଡକ୍ୟୁମେଣ୍ଟସନ୍, ଶୀର୍ଷଲେଖ ଫାଇଲ୍‌ମାନ, ଓ ନମୁନା କୋଡ୍‌ସହ ଡେଭଲପର୍‌ଙ୍କୁ ପ୍ରଦାନ କରେ. ବିଭିନ୍ନ SDKsରୁ ଉପାଦାନଗୁଡିକ ଏକତ୍ର କରି ଓ ଆପଣଙ୍କ ହାର୍ଡଡିସ୍କରେ ସେଗୁଡିକ ସାଧାରଣ ପଥରେ ସଂସ୍ଥାପନା କରି ପ୍ଲାଟଫର୍ମ SDK ସଂସ୍ଥାପନାକାର୍ଯ୍ୟ ସରଳୀକୃତ କରେ.

Windows ସର୍ଭର ସିଷ୍ଟମ ଡାଉନ୍‌ଲୋଡ୍‌ମାନ
ଆପଣ ଡାଉନ୍‌ଲୋଡ୍ କରିବା କିମ୍ବା ଆଦେଶ ଦେବା ଆଡ-ଇନ୍‌ସ, ଅପ୍‌ଡେଟ୍‌ଗୁଡିକ, ସେବା ପ୍ୟାକ୍‌ଗୁଡିକ, ଟୁଲ, ଓ ପରୀକ୍ଷା ମୂଳକ ସଂସ୍କରଣସହ ଆପଣଙ୍କ ସର୍ଭରକୁ ଅପ୍ ଟୁ ଡେଟ୍ ରଖନ୍ତୁ.