Office

Thank you for downloading

  • Microsoft Office ପର୍ଦ୍ଦା ଆଭାସ ଭାଷା

    If your download does not start after 30 seconds,
    Click here

    ଚାହୁଁ ଥିବା ଫାଇଲ ଡାଉନଲୋଡ ହୋଇ ନାହିଁ

    ଫାଇଲ୍ ନାମDownload Linkଫାଇଲ୍ ଆକାର
    ScreenTipLanguage-or-in-32bit.exeRecommendedClick here1.7 MB
    ScreenTipLanguage-or-in-64bit.exeRecommendedClick here1.7 MB
    Download Summary:
    KBMBGB

    You have not selected any file(s) to download.

      • ଏହା ସଂସ୍ଥାପନ କରିବାକୁ ଡାଉନ୍​ଲୋଡ୍ କରନ୍ତୁ:
        1. ପ୍ରାରମ୍ଭ କରିବାକୁ ଏହି ପୃଷ୍ଠାରେ ଡାଉନ୍​ଲୋଡ୍ ବଟନ୍ କ୍ଲିକ୍ କରନ୍ତୁ.
        2. ନିମ୍ନଗୁଡିକରୁ ଗୋଟିଏ କରନ୍ତୁ:
          • ସଂସ୍ଥାପନା ତୁରନ୍ତ ପ୍ରାରମ୍ଭ କରିବାକୁ, ଚଲାନ୍ତୁ କ୍ଲିକ୍ କରନ୍ତୁ.
          • ପର ସମୟରେ ସଂସ୍ଥାପନା ପାଇଁ ଡାଉନ୍​ଲୋଡ୍​ଟି ସଂରକ୍ଷଣ କରିବାକୁ, ସଂରକ୍ଷଣ କରନ୍ତୁ କ୍ଲିକ୍ କରନ୍ତୁ.
          • ସଂସ୍ଥାପନାଟି ବାତିଲ୍ କରିବାକୁ, ବାତିଲ୍ କ୍ଲିକ୍ କରନ୍ତୁ.

        ପର୍ଦ୍ଦା ଆଭାସ ଭାଷା ଟର୍ନ୍ ଅଫ୍ କିମ୍ବା ପରିବର୍ତ୍ତନ କରନ୍ତୁ:
        1. Office ଫାଇଲ୍ ବଟନ୍​ରେ କ୍ଲିକ୍ କରନ୍ତୁ, ବିକଳ୍ପସମୂହ ଚୟନ କରନ୍ତୁ, ଭାଷା ଚୟନ କରନ୍ତୁ ଏବଂ 'ପ୍ରଦର୍ଶନ ଭାଷା ମେଳ' କରିବାକୁ ScreenTip ଭାଷା ସେଟ୍ କରନ୍ତୁ.

        ଏହି ଡାଉନ୍​ଲୋଡ୍ ଅପସାରଣ କରିବାକୁ:
        1. ପ୍ରାରମ୍ଭ ମେନୁରୁ, ନିୟନ୍ତ୍ରଣ ପ୍ୟାନେଲ୍ କୁ ଯାଆନ୍ତୁ.
        2. ପ୍ରୋଗ୍ରାମ୍ ଯୋଡନ୍ତୁ/ଅପସାରଣ କରନ୍ତୁ ଦ୍ଵିବାର କ୍ଲିକ୍ କରନ୍ତୁ.
        3. ସମ୍ପ୍ରତି ସଂସ୍ଥାପିତ ହୋଇଥିବା ପ୍ରୋଗ୍ରାମଗୁଡିକର ତାଲିକାରେ Microsoft Office ପର୍ଦ୍ଦା ଆଭାସ ଭାଷା ଚୟନ କରନ୍ତୁ, ଏବଂ ତା’ପରେ ଅପସାରଣ କରନ୍ତୁ କିମ୍ବା ଯୋଡନ୍ତୁ/ଅପସାରଣ କରନ୍ତୁ ଚୟନ କରନ୍ତୁ. ଯଦି ଏକ ସଂଳାପ ବାକ୍ସ ଦୃଶ୍ୟମାନ ହୁଏ, ପ୍ରୋଗ୍ରାମ୍​ଟି ଅପସାରଣ କରିବାକୁ ନିର୍ଦ୍ଦେଶନାମା ଅନୁସରଣ କରନ୍ତୁ.
        4. ଆପଣ ପ୍ରୋଗ୍ରାମଟି ଅପସାରଣ କରିବାକୁ ଚାହୁଁଥିବା ନିଶ୍ଚିତ କରିବାକୁ ହଁ କିମ୍ବା ଠିକ୍ କ୍ଲିକ୍ କରନ୍ତୁ.

ଲୋକପ୍ରିୟ ଡାଉନ୍‌ଲୋଡ୍‌ଗୁଡିକ

Loading your results, please wait...

ମୁକ୍ତ PC ଅଦ୍ୟତନଗୁଡିକ

  • ସୁରକ୍ଷା ପେଚ୍‌ଗୁଡିକ
  • ସଫ୍ଟଓ୍ୱେୟାର୍‌ ଅଦ୍ୟତନଗୁଡିକ
  • ସେବା ପ୍ୟାକଗୁଡିକ
  • ହାର୍ଡ୍‌‌ୱେର୍ ଡ୍ରାଇଭର୍‌ଗୁଡିକ