Windows

Windows 8 ଲଙ୍ଗୁଏଜ୍ ଇଣ୍ଟରଫେସ୍ ପ୍ୟାକ୍ (LIP)

ଭାଷା ପରିବର୍ତ୍ତନ କରନ୍ତୁ:
Windows 8 ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) ଟି Windows 8 ର ସର୍ବାଧିକ ବ୍ୟବହୃତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ଏକ ଆଂଶୀକ ଆଞ୍ଚଳିକକରଣ ହୋଇଥିବା ପ୍ରଦାନ କରେ.
  • ସବିଶେଷଗୁଡିକ
    Note:There are multiple files available for this download.Once you click on the "Download" button, you will be prompted to select the files you need.
    ସଂସ୍କରଣ:

    1.0

    ଫାଇଲ୍ ନାମ:

    LIP_or-IN-32bit.mlc

    LIP_or-IN-64bit.mlc

    ତାଇଖ ପ୍ରକାଶିତ:

    20-11-12

    ଫାଇଲ୍ ଆକାର:

    2.7 MB

    3.7 MB

      Windows ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତ ଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ । LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍‌ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ । ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 8 ର ଭାଷା ଆଧାରିତ, ଉଦାହରଣ ସ୍ଵରୁପ, ଯଦି ଆପଣ Windows 8 ର ସ୍ପେନିୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାତାଲନ୍ LIP ସଂସ୍ଥାପନ କରିଛନ୍ତି, ତେବେ କିଛି ପାଠ୍ୟ ସ୍ପେନିୟରେ ରହିବ । ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIPs ସମସ୍ତ Windows 8 ସଂସ୍କରଣଗୁଡିକରେ ସଂସ୍ଥାପନ ହୋଇପାରିବ.
  • ସମର୍ଥ କରୁଥିବା ଅପରେଟିଂ ସିଷ୍ଟମ୍ଗୁଡିକ:

    Windows 8

      • ସିଷ୍ଟମ୍ ଆବଶ୍ୟକତାଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

      • ପୂର୍ବ-ସଂସ୍ଥାପନ ନିର୍ଦ୍ଦେଶାବଳୀସମୂହ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

      1. ଏହି ପୃଷ୍ଠାରେ ଡାଉନ୍‌ଲୋଡ୍ ଆରମ୍ଭ କରିବାକୁ ଡାଉନ୍‌ଲୋଡ୍ ବଟନ୍ କ୍ଲିକ୍ କରନ୍ତୁ, କିମ୍ଵା ଡ୍ରପ-ଡାଉନ୍ ତାଲିକା ଠାରୁ ଏକ ଭିନ୍ନ ଭାଷା ଚୟନ କରନ୍ତୁ.
      2. ନିମ୍ନୋକ୍ତ ମଧ୍ୟରୁ ଏକକୁ କରନ୍ତ:
        • ତୁରନ୍ତ ସଂସ୍ଥାପନ ଆରମ୍ଭ କରିବାକୁ, ଚାଳନ କ୍ଲିକ୍ କରନ୍ତୁ.
        • ପରବର୍ତ୍ତି ସମୟରେ ସଂସ୍ଥାପନ ପାଇଁ ଆପଣଙ୍କର କମ୍ପ୍ୟୁଟର୍‌କୁ ଡାଉନ୍‌ଲୋଡ୍ ସଂରକ୍ଷଣ କରିବାକୁ, ସଂରକ୍ଷଣ କ୍ଲିକ୍ କରନ୍ତୁ
      • ସଂସ୍ଥାପନ ପରବର୍ତି ନିର୍ଦ୍ଦେଶାବଳୀସମୂହ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

      • ଅସୁବିଧାଗୁଡିକ ସମ୍ଵନ୍ଧରେ ଜାଣିବାକୁ, ଏଠାରେ କ୍ଲିକ୍ କରନ୍ତୁ

ଲୋକପ୍ରିୟ ଡାଉନ୍‌ଲୋଡ୍‌ଗୁଡିକ

Loading your results, please wait...

ମୁକ୍ତ PC ଅଦ୍ୟତନଗୁଡିକ

  • ସୁରକ୍ଷା ପେଚ୍‌ଗୁଡିକ
  • ସଫ୍ଟଓ୍ୱେୟାର୍‌ ଅଦ୍ୟତନଗୁଡିକ
  • ସେବା ପ୍ୟାକଗୁଡିକ
  • ହାର୍ଡ୍‌‌ୱେର୍ ଡ୍ରାଇଭର୍‌ଗୁଡିକ