Windows 8 ଲଙ୍ଗୁଏଜ୍ ଇଣ୍ଟର୍ଫେସ୍ ପ୍ୟାକ୍ (LIP) ଟି Windows 8 ର ସର୍ବାଧିକ ବ୍ୟବହୃତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ଏକ ଆଂଶୀକ ଆଞ୍ଚଳିକକରଣ ହୋଇଥିବା ପ୍ରଦାନ କରେ.
Note:There are multiple files available for this download.Once you click on the "Download" button, you will be prompted to select the files you need.
LIP_or-IN-32bit.mlc
LIP_or-IN-64bit.mlc
Windows ଲଙ୍ଗୁଏଜ୍ ଇଣ୍ଟର୍ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତ ଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ । LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ । ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 8 ର ଭାଷା ଆଧାରିତ, ଉଦାହରଣ ସ୍ଵରୁପ, ଯଦି ଆପଣ Windows 8 ର ସ୍ପେନିୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାତାଲନ୍ LIP ସଂସ୍ଥାପନ କରିଛନ୍ତି, ତେବେ କିଛି ପାଠ୍ୟ ସ୍ପେନିୟରେ ରହିବ । ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIPs ସମସ୍ତ Windows 8 ସଂସ୍କରଣଗୁଡିକରେ ସଂସ୍ଥାପନ ହୋଇପାରିବ.
ସମର୍ଥ କରୁଥିବା ଅପରେଟିଂ ସିଷ୍ଟମ୍ଗୁଡିକ:
Windows 8
- ସିଷ୍ଟମ୍ ଆବଶ୍ୟକତାଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ
- ପୂର୍ବ-ସଂସ୍ଥାପନ ନିର୍ଦ୍ଦେଶାବଳୀସମୂହ ପାଇଁ, ଏଠାରେ କ୍ଲିକ୍ କରନ୍ତୁ
- ଏହି ପୃଷ୍ଠାରେ ଡାଉନ୍ଲୋଡ୍ ଆରମ୍ଭ କରିବାକୁ ଡାଉନ୍ଲୋଡ୍ ବଟନ୍ କ୍ଲିକ୍ କରନ୍ତୁ, କିମ୍ଵା ଡ୍ରପ-ଡାଉନ୍ ତାଲିକା ଠାରୁ ଏକ ଭିନ୍ନ ଭାଷା ଚୟନ କରନ୍ତୁ.
- ନିମ୍ନୋକ୍ତ ମଧ୍ୟରୁ ଏକକୁ କରନ୍ତ:
- ତୁରନ୍ତ ସଂସ୍ଥାପନ ଆରମ୍ଭ କରିବାକୁ, ଚାଳନ କ୍ଲିକ୍ କରନ୍ତୁ.
- ପରବର୍ତ୍ତି ସମୟରେ ସଂସ୍ଥାପନ ପାଇଁ ଆପଣଙ୍କର କମ୍ପ୍ୟୁଟର୍କୁ ଡାଉନ୍ଲୋଡ୍ ସଂରକ୍ଷଣ କରିବାକୁ, ସଂରକ୍ଷଣ କ୍ଲିକ୍ କରନ୍ତୁ
- ସଂସ୍ଥାପନ ପରବର୍ତି ନିର୍ଦ୍ଦେଶାବଳୀସମୂହ ପାଇଁ, ଏଠାରେ କ୍ଲିକ୍ କରନ୍ତୁ
- ଅସୁବିଧାଗୁଡିକ ସମ୍ଵନ୍ଧରେ ଜାଣିବାକୁ, ଏଠାରେ କ୍ଲିକ୍ କରନ୍ତୁ