Trace Id is missing
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ
ସାଇନ୍ ଇନ୍

Microsoft® Office Language Interface Pack 2013 – ଓଡ଼ିଆ

Microsoft Office Language Interface Pack 2013 - ଓଡ଼ିଆ Microsoft Office 2013 ର ଅନେକ ଆପ୍ଲିକେସନ୍‌ଗୁଡିକ ପାଇଁ ଏକ ଅନୁବାଦିତ ଉପଭୋକ୍ତା ଇଣ୍ଟର୍‌ଫେସ୍ ପ୍ରଦାନ କରିଥାଏ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    2013

    ପ୍ରକାଶିତ ତାରିଖ:

    10/16/2013

    ଫାଇଲ ନାମ:

    languageinterfacepack-x64-or-in.exe

    languageinterfacepack-x86-or-in.exe

    ଫାଇଲ୍ ଆକାର:

    13.4 MB

    13.3 MB

      Microsoft Office Language Interface Pack 2013 - ଓଡ଼ିଆ ନିମ୍ନୋକ୍ତ Microsoft Office 2013 ଆପ୍ଲିକେସନ୍‌ଗୁଡିକ ପାଇଁ ଏକ ଅନୁବାଦିତ ଉପଭୋକ୍ତା ଇଣ୍ଟର୍‌ଫେସ୍ ପ୍ରଦାନ କରିଥାଏ:

    • Microsoft Excel® 2013


    • Microsoft OneNote® 2013

    • Microsoft Outlook® 2013

    • Microsoft PowerPoint® 2013

    • Microsoft Word 2013


    • Microsoft Office Language Interface Pack 2013 - ଓଡ଼ିଆ ବ୍ୟବହାର କରି, ଉପଭୋକ୍ତାମାନେ Office ଆପ୍ଲିକେସନ୍‌ଗୁଡିକର ସମର୍ଥିତ ପ୍ରକୃତ ସଂସ୍ଥାପିତ ଭାଷା ସଂସ୍କରଣଗୁଡିକରେ କାର୍ଯ୍ୟ କରିପାରିବେ ଏବଂ ସେହି ଆପ୍ଲିକେସନ୍‌ଗୁଡିକ ପାଇଁ - ଓଡ଼ିଆରେ ନିର୍ଦ୍ଦେଶଗୁଡିକ ଓ ବିକଳ୍ପଗୁଡିକ ଦର୍ଶନ କରିପାରିବେ.

      Microsoft Office Language Interface Pack 2013 ସଂସ୍ଥାପନ କରିବା ସମୟରେ, ଯେଉଁ ଫାଇଲ୍‌ଗୁଡିକ ଉପଭୋକ୍ତାମାନଙ୍କୁ ଉପଭୋକ୍ତା ଇଣ୍ଟର୍‌ଫେସ୍‌ର ଭାଷା ପରିବର୍ତ୍ତନ କରିବା ପାଇଁ ସମର୍ଥ କରିଥାଏ ତାହା ଲକ୍ଷ୍ୟସ୍ଥଳ ହାର୍ଡ୍ ଡିସ୍କ୍‌କୁ କପି କରାଯାଇଥାଏ. ସଂସ୍ଥାପିତ ହେବା ପରେ, Microsoft Office Language Interface Pack 2013 - ଓଡ଼ିଆ ଦକ୍ଷତାଗୁଡିକ ଓ ଅନୁରୂପ୍ୟ ବିକଳ୍ପଗୁଡିକ Office 2013 ଆପ୍ଲିକେସନ୍‌ଗୁଡିକ ଓ Microsoft Office 2013 ଭାଷା ସେଟିଂ ଆପ୍ଲିକେସନ୍‌ରେ ଉପଲବ୍ଧ ହୋଇଥାଏ.
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 7, Windows 8

      Microsoft Windows 7 - 32 କିମ୍ବା 64 ବିଟ୍ OS
      Microsoft Windows 8 - 32 କିମ୍ବା 64 ବିଟ୍ OS
      ଟିପ୍ପଣୀ: ଆପଣଙ୍କ ଭାଷା ପାଇଁ ଅନୁକୂଳତମ ସମର୍ଥନ ନିଶ୍ଚିତ କରିବାକୁ ଆପଣଙ୍କ ଅପରେଟିଂ ସିଷ୍ଟମ୍ ପାଇଁ ଦୟାକରି ନବୀନତମ ସେବା ପ୍ୟାକ୍‌ଗୁଡିକ ସଂସ୍ଥାପନ କରିବା ନିଶ୍ଚିତ କରନ୍ତୁ.

    ସଫ୍ଟୱେୟାର୍ Office 2013 ର ଯେକୌଣସି ସଂସ୍କରଣ ଏକା ସାଙ୍ଗରେ କିମ୍ବା ଏକାକି ଯାହାକି Microsoft Excel, Microsoft Lync, Microsoft OneNote, Microsoft Outlook, Microsoft PowerPoint କିମ୍ବା Microsoft Word ଧାରଣ କରିପାରେ କିମ୍ବା Microsoft Office Language Interface Pack 2013 କୁ ସମର୍ଥନ କରିବ - ଓଡ଼ିଆ ଟିପ୍ପଣୀ: ଆପଣଙ୍କ Microsoft Office ଉତ୍ପାଦଗୁଡିକ ପାଇଁ ଦୟାକରି ସଦ୍ୟତମ Microsoft Office ସେବା ପ୍ୟାକ୍‌ଗୁଡିକ ସଂସ୍ଥାପନ କରିବା ନିଶ୍ଚିତ କରନ୍ତୁ. ଏହା ଏକ ଉତ୍ତମ ଉପଭୋକ୍ତା ଅଭିଜ୍ଞତା ନିଶ୍ଚିତ କରିବ.

    କମ୍ପ୍ୟୁଟର ଏବଂ ପ୍ରୋସେସର୍ 1 GHz ପ୍ରୋସେସର୍ ସହିତ SSE2 ସମର୍ଥନ କିମ୍ବା ଉଚ୍ଚତର; 2 GB RAM କିମ୍ବା ଉଚ୍ଚତର

    ଡିସ୍କ୍ ସ୍ପେସ୍ ଏହା ସହିତ ସଂସ୍ଥାପିତ ହୋଇଥିବା Office 2013 ଆପ୍ଲିକେସନ୍‌ଗୁଡିକ, ଉପଲବ୍ଧ ହାର୍ଡ୍ ଡିସ୍କ୍ ସ୍ପେସ୍‌ର 3 GB ଦ୍ୱାରା
  • ହାର୍ଡ୍ ଡିସ୍କ୍ ସ୍ପେସ୍ ବ୍ୟବହାର କରାଯାଇଛି.

  • ଅନ୍ୟ ସମସ୍ତ ସିଷ୍ଟମ୍ ଆବଶ୍ୟକତାଗୁଡିକ Office 2013 ଆପ୍ଲିକେସନ୍‌ଗୁଡିକ ଯାହାକି ଆପଣ Microsoft Office Language Interface Pack 2013 ସହିତ ବ୍ୟବହାର କରୁଛନ୍ତି - ଓଡ଼ିଆ, ର ଆବଶ୍ୟକତାଗୁଡିକ ସହିତ ସମାନ.


  • Windows Language Interface Pack ଆପଣଙ୍କ ଅପରେଟିଂ ସିଷ୍ଟମ୍ ଓ ସଫ୍ଟୱେୟାର୍ ଆପ୍ଲିକେସନ୍‌ଗୁଡିକ ପାଇଁ ଅନୁକୂଳତମ ଭାଷା ସମର୍ଥନ ପାଇଁ ସଦ୍ୟତମ Windows 7 କିମ୍ବା Windows 8 Language Interface Packs ସଂସ୍ଥାପନ କରିବାକୁ ଅନୁମୋଦିତ କରାଯାଇଛି.

    ରିଜୋଲ୍ୟୁସନ୍ ବିଜ୍ଞାପନ DPI ସେଟିଂଗୁଡିକ ଅନୁଧ୍ୟାନ କରନ୍ତୁ 1366 x 768 ରିଜୋଲ୍ୟୁସନ୍‌ରେ ଅନୁକୂଳତମଭାବରେ ପଠନ କରିବା ପାଇଁ ଅନେକ ଫଣ୍ଟ୍‌ଗୁଡିକ ସୃଷ୍ଟି କରାଯାଇଛି. ଯଦି ଆପଣଙ୍କର ଭାଷା ଫଣ୍ଟ୍‌ଗୁଡିକ ପଠନ କରିବାରେ ଦୁଃସାଧ୍ୟତା ରହିଛି ଦୟାକରି ଆପଣଙ୍କ ପ୍ରଦର୍ଶନ ସେଟିଂଗୁଡିକ ଏହି ରିଜୋଲ୍ୟୁସନ୍ କିମ୍ବା ଉଚ୍ଚତରକୁ, ଯଦି ଆବଶ୍ୟକ, ସେଟିଂଗୁଡିକ ଅଦ୍ୟତନ କରନ୍ତୁ. ଦୟାକରି ଟିପନ୍ତୁ: ଆମେ ଆପଣଙ୍କୁ Office 2013 ଆପ୍ଲିକେସନ୍‌ଗୁଡିକ Windows ଡିଫଲ୍ଟ୍ DPI ସେଟିଂ - 96 DPI ରେ ବ୍ୟବହାର କରିବାକୁ ଅନୁମୋଦନ କରିଛୁ. 120 DPI ସେଟିଂ ବ୍ୟବହାର ହୁଏତ ଦୁର୍ବଳ Office ଉପଭୋକ୍ତା ଅଭିଜ୍ଞତା କେତକ Office ଆପ୍ଲିକେସନ୍‌ଗୁଡିକରେ Office ସଂଳାପ ଆକାରଗୁଡିକ ବଢାଇବା ଦ୍ୱାରା ଘଟାଇପାରେ.

    ଆଞ୍ଚଳିକ ଓ ଭାଷା ବିକଳ୍ପଗୁଡିକ ଏହା ସହିତ ଏହା ଅନୁମୋଦିତ କରିଛି ଯେ ନିୟନ୍ତ୍ରଣ ପ୍ୟାନେଲ୍ ଭିତରେ ଥିବା ସମସ୍ତ ଆଞ୍ଚଳିକ ଓ ଭାଷା ବିକଳ୍ପଗୁଡିକ Microsoft Office Language Interface Pack 2013 - ଓଡ଼ିଆର ଭାଷାକୁ ସେଟ୍ କରାଯାଇଛି.

  • ଏହି ଡାଉନ୍‌ଲୋଡ୍ ସଂସ୍ଥାପନ କରିବାକୁ:
    1. ଡାଉନ୍‌ଲୋଡ୍ ବଟନ୍ (ଉପର) କ୍ଲିକ୍ କରି ଏବଂ ଫାଇଲ୍‌କୁ ଆପଣଙ୍କ ହାର୍ଡ୍ ଡିସ୍କ୍‌କୁ ସଂରକ୍ଷଣ କରି LanguageInterfacePack.exe ଫାଇଲ୍ ଡାଉନ୍‌ଲୋଡ୍ କରନ୍ତୁ.
    2. ଆପଣଙ୍କ ହାର୍ଡ୍ ଡିସ୍କ୍‌ରେ ସେଟ୍‌ଅପ୍ ପ୍ରୋଗ୍ରାମ୍ ଆରମ୍ଭ କରିବାକୁ LanguageInterfacePack.exe ପ୍ରୋଗ୍ରାମ୍ ଫାଇଲ୍‌କୁ ଦୁଇଥର-କ୍ଲିକ୍ କରନ୍ତୁ.
    3. ସଂସ୍ଥାପନ ସଂପୂର୍ଣ୍ଣ କରିବାକୁ ସ୍କ୍ରିନ୍‌ରେ ନିର୍ଦ୍ଦେଶନାମାଗୁଡିକ ଅନୁସରଣ କରନ୍ତୁ.
    4. ଆପଣଙ୍କ Microsoft Office 2013 Language Interface Pack ପାଇଁ ମୋତେ ପଢନ୍ତୁ ଫାଇଲ୍ ସଂସ୍ଥାପନ କରିଲା ପରେ ଏହା C ରେ ମିଳିପାରିବ:\Program Files\Common Files\microsoft shared\OFFICE15\1096\LIPread.htm.
    5. Office 2010 ର Office 2010 ଭାଷା ଇଣ୍ଟଫେସ୍ ପ୍ୟାକ୍ ସହିତ ନବୀକରଣ କରୁଛି କିମ୍ବା Office 2013 ର ଏକ ପୂର୍ବବର୍ତ୍ତୀ ସଂସ୍କରଣ Office 2013 Language Interface Pack ସହିତ ସମର୍ଥିତ ନୁହେଁ ଆପଣ ଯଦି ଆପଣଙ୍କ Office 2010 ର ଆଧାର ସଂସ୍ଥାପନ Office 2013 କୁ Office 2013 Language Interface Pack ସହିତ ନବୀକରଣ କରିବାକୁ ଇଛା କରନ୍ତି:
      • Office 2010 Language Interface Pack ଅଣସଂସ୍ଥାପନ କରନ୍ତୁ.
      • Office 2013 ସେଟ୍‌ଅପ୍ ଚାଳନ କରନ୍ତୁ ଏବଂ ନବୀକରଣ ବିକଳ୍ପ ମନୋନୟନ କରନ୍ତୁ.
      • ଯେତେବେଳେ Office 2013 ସେଟ୍‌ଅପ୍ ସଂପୂର୍ଣ୍ଣ ହୋଇଥାଏ, Office 2013 Language Interface Pack ସଂସ୍ଥାପନ ଓ ବିନ୍ୟାସ କରନ୍ତୁ.



    ଆପଣଙ୍କ Office ଉତ୍ପାଦ କ୍ରିୟାଶୀଳ କରୁଛି:
    ଯଦି ଆପଣଙ୍କର "Microsoft Office ସକ୍ରିୟକରଣ ୱିଜାର୍ଡ" ସଂଳାପ ରେ ସମୁଦାୟ ସଂସ୍ଥାପନ କୋଡ୍‌କୁ ପଠନ କରିବାରେ ଅସୁବିଧା ରହିଛି କିମ୍ବା ଆପଣଙ୍କ Microsoft Office Language Interface Pack 2013 ବ୍ୟବହାର କରିବା ସମୟରେ ସମୁଦାୟ ସଂସ୍ଥାପନ କୋଡ୍ ସଠିକ୍‌ଭାବରେ ପ୍ରଦର୍ଶିତ ହୁଏ ନାହିଁ, ଆପଣଙ୍କ Microsoft Office ଉତ୍ପାଦକୁ କ୍ରିୟାଶୀଳ କରିବାକୁ ଦୟାକରି ୱିଜାର୍ଡ ବାତିଲ୍ କରନ୍ତୁ ଏବଂ ଆପଣଙ୍କ ଓଡ଼ିଆ ଉତ୍ପାଦକୁ ସୁଇଚ୍ କରନ୍ତୁ .

    ବ୍ୟବହାର କରିବା ପାଇଁ ନିର୍ଦ୍ଦେଶାବଳୀ:
    ଆପଣଙ୍କ ଉପଭୋକ୍ତା ଇଣ୍ଟର୍‌ଫେସ୍‌କୁ Microsoft Office Language Interface Pack 2013 ର ଭାଷାକୁ – ଓଡ଼ିଆ ସୁଇଚ୍ କରିବାକୁ, ଏହି ପଦକ୍ଷେପଗୁଡିକ ଅନୁସରଣ କରନ୍ତୁ:

    1. Start\All Programs\Microsoft Office\Microsoft Office Tools ଉପକରଣଗୁଡିକ ମେନ୍ୟୁରୁ Microsoft Office 2013 ଭାଷା ଅଗ୍ରାଧିକାରଗୁଡିକ ଉନ୍ମୋଚନ କରନ୍ତୁ.
    2. ପ୍ରଦର୍ଶନ ଓ ସହାୟତା ଭାଷାଗୁଡିକ ଚୟନ କରନ୍ତୁ ଅଧୀନରେ, ଭାଷା ପ୍ରଦର୍ଶନ ରେ ଡିଫଲ୍ଟ୍ ଭାବରେ ସେଟ୍ ବଟନ୍ କ୍ଲିକ୍ କରନ୍ତୁ ଏବଂ ଆବଶ୍ୟକୀୟ ଭାଷା ଚୟନ କରନ୍ତୁ.
    3. ସମ୍ପାଦନ ଭାଷାଗୁଡିକର ଚୟନ, ଆବଶ୍ୟକୀୟ ଭାଷା ଚୟନ କରନ୍ତୁ ଏବଂ ଡିଫଲ୍ଟ୍ ଭାବରେ ସେଟ୍ ବଟନ୍‌ରେ କ୍ଲିକ୍ କରନ୍ତୁ.
    4. ଠିକ୍ ଅଛି ବଟନ୍ କ୍ଲିକ୍ କରନ୍ତୁ.


    ଆପଣ ମନୋନୀତ କରିଥିବା ଭାଷା ସେଟିଂଗୁଡିକ ଆପଣ ଆପଣଙ୍କ Office ଆପ୍ଲିକେସନ୍‌ଗୁଡିକ ପରବର୍ତ୍ତୀ ସମୟରେ ଆରମ୍ଭ କରିବା ବେଳେ ପ୍ରଭାବ ପକାଇବ.
    ଟିପ୍ପଣୀ: ସହାୟତା Microsoft Office Language Interface Pack 2013 – ଓଡ଼ିଆର ଭାଷାକୁ ସୁଇଚ୍ କରାଯାଇପାରିବ ନାହିଁ. ଆପଣଙ୍କ ପ୍ରକୃତ ସଂସ୍ଥାପନର ଭାଷାରେ ସହାୟତା ସର୍ବଦା ରହିବ.
    ଡ୍ରପ୍‌ଡାଉନ୍ ତାଲିକାରେ ଆଧାର ଭାଷାକୁ ସର୍ବଦା ଆପଣଙ୍କ ପ୍ରଦର୍ଶନ ସହାୟତା ସେଟ୍ କରନ୍ତୁ.

    ଏହି ଡାଉନ୍‌ଲୋଡ୍ ଅପସାରଣ କରିବାକୁ:
  • ସମସ୍ତ Microsoft Office ପ୍ରୋଗ୍ରାମଗୁଡିକ ତ୍ୟାଗ କରନ୍ତୁ.
  • Windows ନିୟନ୍ତ୍ରଣ ପ୍ୟାନେଲ୍‌ରେ ପ୍ରୋଗ୍ରାମ୍‌ଗୁଡିକ ଓ ବୈଶିଷ୍ଟ୍ୟଗୁଡିକର ଆଇକନ୍ ଦୁଇଥର-କ୍ଲିକ୍ କରନ୍ତୁ.
  • ଅଣସଂସ୍ଥାପନ କିମ୍ବା ଏକ ପ୍ରୋଗ୍ରାମ୍ ପରିବର୍ତ୍ତନର ବିକଳ୍ପରେ, ସାମ୍ପ୍ରତିକଭାବେ ସଂସ୍ଥାପିତ ହୋଇଥିବା ପ୍ରୋଗ୍ରାମ୍ ବାକ୍ସରେ Microsoft Office Language Interface Pack 2013 – ଓଡ଼ିଆ କ୍ଲିକ୍ କରନ୍ତୁ, ଏବଂ ତାପରେ ଅଣସଂସ୍ଥାପନ ବିକଳ୍ପ ଚୟନ କରନ୍ତୁ.
  • ସ୍କ୍ରିନ୍‌ରେ ନିର୍ଦ୍ଦେଶନାମାଗୁଡିକ ଅନୁସରଣ କରନ୍ତୁ.