ସ୍କ୍ରିନ୍ସଟ୍
Microsoft Edgeରେ ସ୍କ୍ରିନସଟ୍ ସହିତ ୱେବରେ ଯେକୌଣସି ଜିନିଷକୁ ଏକ ଅଂଶୀଦାରଯୋଗ୍ୟ ପ୍ରତିଛବିରେ ପରିଣତ କରନ୍ତୁ | ଏକ ପୂର୍ଣ୍ଣ ପୃଷ୍ଠା କିମ୍ୱା ଏକ ଚୟନିତ ଅଞ୍ଚଳ କ୍ୟାପଚର୍ କରନ୍ତୁ-ଦୀର୍ଘ କିମ୍ୱା ଚଳନ୍ତା ୱେବପୃଷ୍ଠାଗୁଡିକ ଅନ୍ତର୍ଭୁକ୍ତ କରି, ତାପରେ ଆପଣଙ୍କ ସ୍କ୍ରିନସଟ୍ କପି କିମ୍ୱା ସଞ୍ଚୟ କରିବା ପୂର୍ବରୁ ପେନ୍ କିମ୍ୱା ସ୍ପର୍ଶ ବ୍ୟବହାର କରି ମନ୍ତବ୍ୟ କିମ୍ୱା ମାର୍କଅପ୍ ଯୋଡନ୍ତୁ।

ଟିପ୍ସ ଏବଂ ଟ୍ରିକ୍ସ
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
- * ଡିଭାଇସ୍ ପ୍ରକାର, ମାର୍କେଟ୍, ଏବଂ ବ୍ରାଉଜର୍ ସଂସ୍କରଣ ନେଇ ବୈଶିଷ୍ଟ୍ୟ ଉପଲବ୍ଧତା ଏବଂ କାର୍ଯ୍ୟକାରିତା ଭିନ୍ନ ହୋଇପାରେ।