Trace Id is missing
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ
ସାଇନ୍ ଇନ୍

Windows 8 ଲଙ୍ଗୁଏଜ୍ ଇଣ୍ଟରଫେସ୍ ପ୍ୟାକ୍ (LIP)

Windows 8 ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) ଟି Windows 8 ର ସର୍ବାଧିକ ବ୍ୟବହୃତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ଏକ ଆଂଶୀକ ଆଞ୍ଚଳିକକରଣ ହୋଇଥିବା ପ୍ରଦାନ କରେ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    1.0

    ପ୍ରକାଶିତ ତାରିଖ:

    11/20/2012

    ଫାଇଲ ନାମ:

    LIP_or-IN-32bit.mlc

    LIP_or-IN-64bit.mlc

    ଫାଇଲ୍ ଆକାର:

    2.7 MB

    3.7 MB

    Windows ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତ ଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ । LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍‌ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ । ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 8 ର ଭାଷା ଆଧାରିତ, ଉଦାହରଣ ସ୍ଵରୁପ, ଯଦି ଆପଣ Windows 8 ର ସ୍ପେନିୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାତାଲନ୍ LIP ସଂସ୍ଥାପନ କରିଛନ୍ତି, ତେବେ କିଛି ପାଠ୍ୟ ସ୍ପେନିୟରେ ରହିବ । ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIPs ସମସ୍ତ Windows 8 ସଂସ୍କରଣଗୁଡିକରେ ସଂସ୍ଥାପନ ହୋଇପାରିବ.
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 8

    • ସିଷ୍ଟମ୍ ଆବଶ୍ୟକତାଗୁଡିକ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

    • ପୂର୍ବ-ସଂସ୍ଥାପନ ନିର୍ଦ୍ଦେଶାବଳୀସମୂହ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

    1. ଏହି ପୃଷ୍ଠାରେ ଡାଉନ୍‌ଲୋଡ୍ ଆରମ୍ଭ କରିବାକୁ ଡାଉନ୍‌ଲୋଡ୍ ବଟନ୍ କ୍ଲିକ୍ କରନ୍ତୁ, କିମ୍ଵା ଡ୍ରପ-ଡାଉନ୍ ତାଲିକା ଠାରୁ ଏକ ଭିନ୍ନ ଭାଷା ଚୟନ କରନ୍ତୁ.
    2. ନିମ୍ନୋକ୍ତ ମଧ୍ୟରୁ ଏକକୁ କରନ୍ତ:
      • ତୁରନ୍ତ ସଂସ୍ଥାପନ ଆରମ୍ଭ କରିବାକୁ, ଚାଳନ କ୍ଲିକ୍ କରନ୍ତୁ.
      • ପରବର୍ତ୍ତି ସମୟରେ ସଂସ୍ଥାପନ ପାଇଁ ଆପଣଙ୍କର କମ୍ପ୍ୟୁଟର୍‌କୁ ଡାଉନ୍‌ଲୋଡ୍ ସଂରକ୍ଷଣ କରିବାକୁ, ସଂରକ୍ଷଣ କ୍ଲିକ୍ କରନ୍ତୁ
    • ସଂସ୍ଥାପନ ପରବର୍ତି ନିର୍ଦ୍ଦେଶାବଳୀସମୂହ ପାଇଁ, ଏଠାରେ କ୍ଲିକ୍ କରନ୍ତୁ

    • ଅସୁବିଧାଗୁଡିକ ସମ୍ଵନ୍ଧରେ ଜାଣିବାକୁ, ଏଠାରେ କ୍ଲିକ୍ କରନ୍ତୁ