This is the Trace Id: f5547bad4872eb9b66a0492d1edeb97b
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ Azure Copilot Windows Surface Xbox Outlook Accessories Microsoft AI Microsoft Security Azure Dynamics 365 Microsoft 365 for business Microsoft Power Platform Windows 365 Developer Center Documentation Microsoft Learn Microsoft Tech Community Microsoft Marketplace Visual Studio Software companies View Sitemap

Microsoft Office ପ୍ରୁଫିଂ ଉପକରଣଗୁଡିକ 2016 – ଇଂରାଜୀ

Microsoft Office ପ୍ରୁଫିଂ ଉପକରଣଗୁଡିକ ଅତିରିକ୍ତ ଭାଷାଗୁଡିକରେ ସମ୍ପାଦନା ସକ୍ଷମ କରିଥାଏ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    2016

    ପ୍ରକାଶିତ ତାରିଖ:

    7/15/2024

    ଫାଇଲ ନାମ:

    proofingtools2016_or-in-x86.exe

    proofingtools2016_or-in-x64.exe

    ଫାଇଲ୍ ଆକାର:

    1.4 MB

    1.5 MB

    Office ରେ ସ୍ୱୟଂକ୍ରିୟଭାବରେ ସଂସ୍ଥାପିତ ହୋଇନଥିବା ଏକ ଭାଷା ପାଇଁ ଆପଣ ବନାନ ପରୀକ୍ଷଣ କରିବାକୁ ଚାହାଁନ୍ତି କି? ଆପଣ ଠିକ୍ ସ୍ଥାନରେ ଅଛନ୍ତି. Microsoft Office ପ୍ରୁଫିଂ ଉପକରଣଗୁଡିକ ଏହି ଭାଷାରେ Office ପାଇଁ ଉପଲବ୍ଧ ପ୍ରୁଫିଂ ଉପକରଣଗୁଡିକର ପୂର୍ଣ୍ଣ ସେଟ୍ ଅନ୍ତର୍ଭୁକ୍ତ କରିଥାଏ. ଆପଣଙ୍କ ଭାଷା ପାଇଁ ପ୍ରୁଫିଙ୍ଗ୍ ଉପକରଣଗୁଡିକ ଯାହାକି ଯିବା ପାଇଁ ପ୍ରସ୍ତୁତ, ପାଇଁ Office କେବଳ ସଂସ୍ଥାପନ ଓ ପୁନଃପ୍ରାରମ୍ଭ କରନ୍ତୁ.
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 7, Windows 8, Windows Server 2008 R2

    ଏହି ଡାଉନଲୋଡ୍‍ ନିମ୍ନଲିଖିତ ପ୍ରୋଗ୍ରାମ୍‍‌‌ଗୁଡିକ ସହିତ କାର୍ଯ୍ୟ କରିଥାଏ:
    • Microsoft Office Excel 2016
    • Microsoft Office OneNote 2016
    • Microsoft Office Outlook 2016
    • Microsoft Office PowerPoint 2016
    • Microsoft Office Word 2016
  • ଏହି ଡାଉନଲୋଡ୍‌ ସଂସ୍ଥାପନ କରିବାକୁ:

    ପ୍ରୁଫିଂ ଉପକରଣଗୁଡିକ ସଂସ୍ଥାପନ କରନ୍ତୁ:

    1. ଡାଉନଲୋଡ୍ ବଟନ୍‍ (ଉପର) କ୍ଲିକ୍‍ କରି ଫାଇଲ୍‍ ଡାଉନଲୋଡ୍‍ କରନ୍ତୁ ଏବଂ ଆପଣଙ୍କର ହାର୍ଡ୍‍ ଡିସ୍କରେ ଫାଇଲ୍‍ ସଂରକ୍ଷଣ କରନ୍ତୁ.
    2. ସେଟଅପ୍‍ ପ୍ରୋଗ୍ରାମ୍‍ ଚାଳନ କରନ୍ତୁ.
    3. Microsoft ସଫ୍ଟୱେୟାର୍‍ ଲାଇସେନ୍ସ ସର୍ତ୍ତାବଳୀ ପଠନ ପୃଷ୍ଠାରେ, ସର୍ତ୍ତାବଳୀ ସମୀକ୍ଷା କରନ୍ତୁ, “Microsoft ସଫ୍ଟୱେୟାର୍‍ ଲାଇସେନ୍ସ ସର୍ତ୍ତାବଳୀ ସ୍ୱୀକାର କରିବାକୁ ଏଠାରେ କ୍ଲିକ୍‍ କରନ୍ତୁ” ପରୀକ୍ଷଣ ବାକ୍ସ ଚୟନ କରନ୍ତୁ, ଏବଂ ପରେ ଜାରି ରଖିବା କ୍ଲିକ୍‍ କରନ୍ତୁ.
    4. ସେଟଅପ୍‍ ୱିଜାର୍ଡ ଚାଲିଥାଏ ଏବଂ ପ୍ରୁଫିଂ ଉପକରଣସମୂହ ସଂସ୍ଥାପନ କରିଥାଏ.
    5. ସଂସ୍ଥାପନ ସମ୍ପୂର୍ଣ୍ଣ ହୋଇସାରିବା ପରେ, ଆପଣଙ୍କର ଖୋଲା ହୋଇଥିବା Office ଆପ୍ଲିକେସନ୍‍‌ଗୁଡିକ ପୁନଃ ପ୍ରାରମ୍ଭ କରନ୍ତୁ.


    ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ:ଆପଣ ସାଧାରଣତଃ ଯେପରି କରନ୍ତି ବର୍ତ୍ତମାନ ପ୍ରୁଫିଂ ଉପକରଣଗୁଡିକ ବ୍ୟବହାର କରନ୍ତୁ – ଆପଣ ସେଗୁଡିକୁ ବର୍ତ୍ତମାନ ଆପଣଙ୍କର ନୂଆ କରି ସଂସ୍ଥାପିତ ଭାଷା ପାଇଁ ଦେଖିବା ଉଚିତ୍‌. ଉଦାହରଣ ସ୍ୱରୂପ, ବନାନ ପରୀକ୍ଷଣ (ଯଦି ଉପଲବ୍ଧ) ବ୍ୟବହାର କରିବା ପାଇଁ ଆପଣ ନୂତନ ଭାଷାକୁ ଆପଣଙ୍କ ପ୍ରୁଫିଂ ଭାଷା ସେତ୍‌ କରିପାରିବେ – ତାହା କିପରି କରିବେ ଶିଖିବାକୁ, ଦେଖନ୍ତୁ ଭାଷା ଦଣ୍ଡିକା ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଭାଷାଗୁଡିକ ମଧ୍ୟରେ ସ୍ୱିଚ୍‌ କରନ୍ତୁ

    ଏହି ଡାଉନଲୋଡ୍‍ ଅପସାରଣ କରିବାକୁ:
    1. ପ୍ରାରମ୍ଭ ମେନୁରେ, ସେଟିଂସମୂହକୁ ସୂଚିତ କରନ୍ତୁ ଏବଂ ପରେ ନିୟନ୍ତ୍ରଣ ପ୍ୟାନେଲ୍‍ ଉପରେ କ୍ଲିକ୍‍ କରନ୍ତୁ.
    2. ପ୍ରୋଗ୍ରାମ୍‍ ଗୁଡିକ ଯୋଗ/ଅପସାରଣ କରିବା ଉପରେ ଦୁଇଥର-କ୍ଲିକ୍‍ କରନ୍ତୁ.
    3. ବର୍ତ୍ତମାନ ସଂସ୍ଥାପିତ ପ୍ରୋଗ୍ରାମ୍‌ଗୁଡିକର ତାଲିକାରେ, Microsoft Office ପ୍ରୁଫିଂ ଉପକରଣଗୁଡିକ 2016 – ଇଂରାଜୀ ଚୟନ କରନ୍ତୁ ଏବଂ ତାପରେ ଅଣସଂସ୍ଥାପନ, ଅପସାରଣ, କିମ୍ବା ଯୋଗ/ଅପସାରଣ କ୍ଲିକ୍‌ କରନ୍ତୁ. ଯଦି ଏକ ସଂଳାପ ବାକ୍ସ ଦୃଶ୍ୟଲବ୍ଧ ହୁଏ, ପ୍ରୋଗ୍ରାମ୍‌କୁ ଅପସାରଣ କରିବାକୁ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ.
    4. ଆପଣ ପ୍ରୋଗ୍ରାମ୍‍ ଅପସାରଣ କରିବାକୁ ଚାହୁଁଥିବା ସୁନିଶ୍ଚିତ କରିବାକୁ ହଁ କିମ୍ବା ଓକେ ଉପରେ କ୍ଲିକ୍‍ କରନ୍ତୁ.


ଓଡ଼ିଆ (ଭାରତ)
ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକର ଅପ୍ଟ-ଆଉଟ୍ ଆଇକନ୍ ଆପଣଙ୍କ ଗୋପନୀୟତା ପସନ୍ଦଗୁଡିକ
ଉପଭୋକ୍ତା ସ୍ୱାସ୍ଥ୍ୟ ଗୋପନୀୟତା Contact Microsoft Privacy & Cookies Manage cookies Terms of Use Trademarks About our ads